ସୂନ Sūna
- ସଂ. ବି (ସୂ ଧାତୁ=ପ୍ରସବ କରିବା+ଭାବ ତ) — ପ୍ରସବ (ବିଶ୍ୱ, ମେଦିନୀ) — Birth
- ସଂ. ବି (ସୂ ଧାତୁ=ପ୍ରସବ କରିବା+ଭାବ ତ) — (+ କର୍ମ ତ) ପୁଷ୍ପ (ବିଶ୍ୱ, ମେଦିନୀ) — Flower
- ବିଣ — ବିକସିତ; ପ୍ରସ୍ଫୁଟିତ (ବିଶ୍ୱ, ମେଦିନୀ) — Full blown; with expanded petals
- ବିଣ — ଜାତ (ମୁଗ୍ଧବୋଧ) — Born
- ବିଣ — ଶୂନ୍ଯ; ଖାଲି; ରିକ୍ତ (ପ୍ରକୃତିବାଦ) — Empty