ସୂନିକ Sūnika

  • ସଂ. ବି (ସୂନା+ଇକ) — ମାଂସ ବିକ୍ରୟକାରୀ ବ୍ଯକ୍ତି (ହି. ଶ) — Seller of meat
  • ସଂ. ବି (ସୂନା+ଇକ) — ବ୍ୟାଧ — Hunter
  • ସଂ. ବି (ସୂନା+ଇକ) — କଂସେଇ — Butcher