ସୂଦ Sūda
- ସଂ. ବି (ସୂଦ ଧାତୁ; ସୂଦି ଧାତୁ=ନାଶ କରିବା+ କର୍ତ୍ତୃ ଅ; ଯେ କ୍ଷୁଧା ନାଶ କରେ) — ସୂପକାର (ଅମର); ସୁଆର; ପାଚକ — Cook
- ସଂ. ବି (ସୂଦ ଧାତୁ; ସୂଦି ଧାତୁ=ନାଶ କରିବା+ କର୍ତ୍ତୃ ଅ; ଯେ କ୍ଷୁଧା ନାଶ କରେ) — (+ କର୍ମ. ଅ) ବ୍ୟଞ୍ଜନ (ଅମର) — Curry
- ସଂ. ବି (ସୂଦ ଧାତୁ; ସୂଦି ଧାତୁ=ନାଶ କରିବା+ କର୍ତ୍ତୃ ଅ; ଯେ କ୍ଷୁଧା ନାଶ କରେ) — ଝୋଳ; ସୂପ (ବିଶ୍ୱ) — Soup
- ସଂ. ବି (ସୂଦ ଧାତୁ; ସୂଦି ଧାତୁ=ନାଶ କରିବା+ କର୍ତ୍ତୃ ଅ; ଯେ କ୍ଷୁଧା ନାଶ କରେ) — ସାରଥ୍ୟ (ଜୟପାଳ) — Chaioteersship
- ସଂ. ବି (ସୂଦ ଧାତୁ; ସୂଦି ଧାତୁ=ନାଶ କରିବା+ କର୍ତ୍ତୃ ଅ; ଯେ କ୍ଷୁଧା ନାଶ କରେ) — ଅପରାଧ; ଦୋଷ (ଜୟପାଳ) — Crime; delinquency
- ସଂ. ବି (ସୂଦ ଧାତୁ; ସୂଦି ଧାତୁ=ନାଶ କରିବା+ କର୍ତ୍ତୃ ଅ; ଯେ କ୍ଷୁଧା ନାଶ କରେ) — ପାପ (ଜୟପାଳ) — Sin
- ସଂ. ବି (ସୂଦ ଧାତୁ; ସୂଦି ଧାତୁ=ନାଶ କରିବା+ କର୍ତ୍ତୃ ଅ; ଯେ କ୍ଷୁଧା ନାଶ କରେ) — ଲୋଧ୍ର (ଜୟପାଳ) — Simplocos Racemosa