ସୂତାର୍ Sūtār

  • ପ୍ରାଦେ (ମେଦିନୀପୁର ଓ ବାଲେଶ୍ୱର) ବି (ତୁଳ. ବଂ. ସୁ—[ଚ୍ଛୁ] ତାର—(ସଂ. ସୂତ୍ରଧର) — ବଢ଼େଇ — Carpenter
  • ପ୍ରାଦେ. (ସମ୍ବଲପୁର) ବି — ଟୀକା ଦିଆ — Vaccinator