ସୁସ୍ୱନ Suswana

  • ସଂ. ବିଣ (ବହୁବ୍ରୀହି) — ଉତ୍ତମ ବା ମଧୁର ଧ୍ୱନିଯୁକ୍ତ — Having good or sweet sound
  • ସଂ. ବିଣ (ବହୁବ୍ରୀହି) — ଖୁବ୍ ଉଚ୍ଚ (ହି. ଶ) — Very high
  • ସଂ. ବିଣ (ବହୁବ୍ରୀହି) — ସୁନ୍ଦର (ହି. ଶ) — Charming
  • ସଂ. ବି — ଶଙ୍ଖ (ହି. ଶ) — Conch