ସୁଲଭ Sulabha

  • ସଂ. ବିଣ (ସୁ=ସହଜରେ+ଲଭ୍ ଧାତୁ+କର୍ମ. ଅ) — ଅନାୟାସଲଭ୍ୟ; ସହଜପ୍ରାପ୍ୟ= — Easily available
  • ସଂ. ବିଣ (ସୁ=ସହଜରେ+ଲଭ୍ ଧାତୁ+କର୍ମ. ଅ) — [ଦ୍ର—ଗଙ୍ଗା ଯମୁନାଙ୍କ ସଙ୍ଗମେ ଯେ ବୁଡ଼ିଛି, ଜାଣ ସବୁ କଥା ସୁଲଭ ତାକୁ ଅଛି। କୃଷ୍ଣସିଂହ, ମହାଭାରତ, ବନ।]
  • ସଂ. ବିଣ (ସୁ=ସହଜରେ+ଲଭ୍ ଧାତୁ+କର୍ମ. ଅ) — ସସ୍ତା — Cheap
  • ସଂ. ବିଣ (ସୁ=ସହଜରେ+ଲଭ୍ ଧାତୁ+କର୍ମ. ଅ) — [ଦ୍ର—ଏ ସକାଶୁଁ ଯମଙ୍କୁ ହେଲେ ସେ ସୁଲଭ। କୃଷ୍ଣସିଂହ, ମହାଭାରତ, ସଭା।]
  • ସଂ. ବିଣ (ସୁ=ସହଜରେ+ଲଭ୍ ଧାତୁ+କର୍ମ. ଅ) — ଅଯତ୍ନ— ସିଦ୍ଧ — Easily accomplished
  • ସଂ. ବିଣ (ସୁ=ସହଜରେ+ଲଭ୍ ଧାତୁ+କର୍ମ. ଅ) — ସହଜ — Easy
  • ଦେ. ବିଣ — ଶୁଭସୂଚକ — Auspicious
  • ଦେ. ବିଣ — ସୌଭାଗ୍ୟମୟ — Lucky
  • ଦେ. ବିଣ — ସୁଖକର; ସୁଖଦାୟକ — Pleasant
  • ଦେ. ବିଣ — [ଉ— ପିତା ମାତା ତୋର ଭାଇ ବାନ୍ଧବ, ସବୁରି ଦୁଲଣା ଅତି ସୁଲଭ—ଢଗ।]
  • ବି — ସୌନ୍ଦର୍ଯ୍ୟ; ଶୋଭା — Beauty
  • ବି — [ଉ—ସେ ସକାଶୁଁ ଧୂଳି ଆବୃତ ହୋଇ ନଭ, ଭାଙ୍ଗି ଦେଲା ଚନ୍ଦ୍ର ନକ୍ଷତ୍ର ସୁଲଭ। କୃଷ୍ଣସିଂହ, ମହା— ଭାରତ, ବନ।]