ସୁଲଭା Sulabhā
- ସଂ. ବି (ବୈଦ୍ଯକ) (ସୁଲଭ+ଆ) — ତୁଳସୀ — The holy basil plant
- ସଂ. ବି (ବୈଦ୍ଯକ) (ସୁଲଭ+ଆ) — ମାସପର୍ଣ୍ଣୀ (ଦେଖ) — Māsaparṇṇī (See)
- ସଂ. ବି (ବୈଦ୍ଯକ) (ସୁଲଭ+ଆ) — ଧୂମ୍ର— ପତ୍ରା; ତମାଖୁ — Tobacco
- ସଂ. ବି (ବୈଦ୍ଯକ) (ସୁଲଭ+ଆ) — ମଲ୍ଲିଫୁଲ (ହି. ଶ) — Jasminun Zambac
- ସଂ. ବି (ବୈଦ୍ଯକ) (ସୁଲଭ+ଆ) — (ନାମ) ବୈଦିକ କାଳର ଏକ ବ୍ରହ୍ମବାଦିନୀ ସ୍ତ୍ରୀ (ହି. ଶ) — Name of a spiritualist lady of the vedic age
- ସଂ. ବିଣ. ସ୍ତ୍ରୀ — ସୁଲଭର ସ୍ତ୍ରୀଲିଙ୍ଗ — Feminine of Sulabha