ସୁର ବୀର Sura bīra

  • ଦେ. ବିଣ (ସହଚର ଶବ୍ଦ) (ସଂ. ଶୂର=ବୀର) — ବଳୁଆ — Strong
  • ଦେ. ବିଣ (ସହଚର ଶବ୍ଦ) (ସଂ. ଶୂର=ବୀର) — ସାହସୀ — Brave
  • ଦେ. ବିଣ (ସହଚର ଶବ୍ଦ) (ସଂ. ଶୂର=ବୀର) — ଯେ ନିଜର ବଳ ଦେଖାଏ — Displaying one's prowess
  • ସଂ. ବି— ( 7 ମୀ ତତ୍) ଇନ୍ଦ୍ର (ହି. ଶ) — Indra