ସୁଭଦ୍ରକ Subhadraka

  • ସଂ. ବି (ସୁଭଦ୍ର+କ) — ଦେବରଥ (ଶବ୍ଦରତ୍ନାବଳୀ) — Divine or aerial car of the gods
  • ସଂ. ବି (ସୁଭଦ୍ର+କ) — ବ୍ୟୋମଯାନ; ବେଲୁନ୍ — Aeroplane; balloon
  • ସଂ. ବି (ସୁଭଦ୍ର+କ) — ବିଲ୍ୱ ବୃକ୍ଷ (ଶବ୍ଦ— ଚନ୍ଦ୍ରିକା) — The Marmalos tree