ସୁଭଗା Subhagā
- ସଂ. ବିଣ. ସ୍ତ୍ରୀ (ସୁଭଗ+ଆ) — ସୁଭଗର ସ୍ତ୍ରୀଲିଙ୍ଗ — Feminine of Subhaga
- ସଂ. ବିଣ. ସ୍ତ୍ରୀ (ସୁଭଗ+ଆ) — ସୌଭାଗ୍ୟବତୀ; ଅତି ପ୍ରିୟା (ଭାର୍ଯ୍ୟା) — (a wife) Much loved by the husband
- ସଂ. ବିଣ. ସ୍ତ୍ରୀ (ସୁଭଗ+ଆ) — ସୁନ୍ଦରୀ (ସ୍ତ୍ରୀ) — Beautiful (woman)
- ବି — କୈବର୍ତ୍ତୀ (ରାଜନିର୍ଘଣ୍ଟ); କୈବର୍ତ୍ତମୁସ୍ତକ — A variety of bulbous grass- root
- ବି — ଶାଳପର୍ଣ୍ଣୀ (ରାଜନିର୍ଘଣ୍ଟ) — Ṡāḻaparṇṇī (See)
- ବି — ହରିଦ୍ରା (ରାଜନିର୍ଘଣ୍ଟ) — Turmeric
- ବି — ନୀଳ ଦୂର୍ବା (ରାଜନିର୍ଘଣ୍ଟ) — Blue doob grass
- ବି — ତୁଳସୀ (ରାଜ— ନିର୍ଘଣ୍ଟ) — The holy Basil plant
- ବି — ପ୍ରିୟଙ୍ଗୁ (ରାଜନିର୍ଘଣ୍ଟ) — Agalia. Rox- burghiana (fragrant creepeer)
- ବି — କସ୍ତୁରୀ (ରାଜନିର୍ଘଣ୍ଟ) — Musk
- ବି — ସୁବର୍ଣ୍ଣ କଦଳୀ (ରାଜନିର୍ଘଣ୍ଟ) (ଦେଖ) — Subarṇṇa kadaḻī (See)
- ବି — ବନମଲ୍ଲୀ (ଶବ୍ଦରତ୍ନବଳୀ) — Wild Jasmine