ସୁଭଗସେନ Subhagasena

  • ଦେ. ବି (ନାମ) — ଆଲେକ୍ଜାଣ୍ଡରଙ୍କ ଭାରତ ଆକ୍ରମଣ ସମୟରେ ପଶ୍ଚିମ ଭାରତର ଏକପ୍ରାନ୍ତର ଶାସକ (ହି. ଶ) — The Governor of a part of Western India when Alexander the Great invaded India