ସୁବ୍ରତା Subratā
- ସଂ. ବିଣ. ସ୍ତ୍ରୀ — ସୁବ୍ରତର ସ୍ତ୍ରୀଲିଙ୍ଗ — Feminine of Subrata
- ବି — ଗୁଣବତୀ ଓ ସାଧ୍ୱୀ ସ୍ତ୍ରୀ — A chaste and good woman
- ବି — ସୁଦୋହା ଗୌ — A cow which is easily milched
- ବି — ଗନ୍ଧପଲାଶୀ, ଗନ୍ଧଶୁଣ୍ଠୀଭେଦ (ବୈଦ୍ଯକ) — A species of scented medicinal root
- ବି — (ନାମ) ଦକ୍ଷଙ୍କର ଏକ କନ୍ଯା — Name of a daughter of Daksha
- ବି — (ନାମ) ଅପ୍ସରୋବିଶେଷ — Name of a heavenly nymph
- ବି — (ନାମ) ବର୍ତ୍ତମାନ କଳ୍ପର ପଞ୍ଚଦେଶ ଅର୍ହତ୍ଙ୍କ ମାତା — Name of the mother or the 15th Buddhist saint of the present Kaḻpa