ସୁପତ୍ରା Supatrā
- ସଂ. ବି (ବୈଦ୍ଯକ) — ରୁଦ୍ରଜଟା (ରାଜନିର୍ଘଣ୍ଟ) (ଦେଖ) — Rudrajaṭā (See)
- ସଂ. ବି (ବୈଦ୍ଯକ) — ଶତାବରୀ (ରାଜନିର୍ଘଣ୍ଟ) (ଦେଖ) — Ṡatābarī (See)
- ସଂ. ବି (ବୈଦ୍ଯକ) — ପାଳକ୍ୟ (ରାଜନିର୍ଘଣ୍ଟ) (ଦେଖ) — Pāḻakya (See)
- ସଂ. ବି (ବୈଦ୍ଯକ) — ଶମୀ (ରାଜନିର୍ଘଣ୍ଟ) (ଦେଖ) — Ṡamī (See)
- ସଂ. ବି (ବୈଦ୍ଯକ) — ଶାଳପର୍ଣ୍ଣୀ (ରାଜନିର୍ଘଣ୍ଟ) (ଦେଖ) — Ṡaḻaparṇṇī (See)