ସୁନାଗରା Sunālgarā

  • ଦେ. ବି — ସ୍ୱର୍ଣ୍ଣନିର୍ମିତ ଗରା ବା ଘଟ — A golden pitcher
  • ଦେ. ବି — ସ୍ୱର୍ଣ୍ଣପୂର୍ଣ୍ଣ ଗରା — A metal pitcher filled with gold
  • ଦେ. ବି — ଉତ୍ତମ ନାଗରା ବା ଉତ୍କୃଷ୍ଟ ବାଦ୍ୟ ଯନ୍ତ୍ରବିଶେଷ — Excellent drum