ସୁଧିତି Sudhiti

  • ସଂ. ବି [ସୁ+ଧି ଧାତୁ=ଧାରଣ କରିବା+କର୍ମ ତି] — ଅସ୍ତ୍ରବିଶେଷ; କୁଠାର — An axe
  • ସଂ. ବି [ସୁ+ଧି ଧାତୁ=ଧାରଣ କରିବା+କର୍ମ ତି] — ସ୍ୱଧିତି [ରାୟମୁକୁଟ] [ଦେଖ] — Swadhiti (See)