ସୁଦନ୍ତ Sudanta

  • ସଂ. ବି — ଶୋଭନ ଦନ୍ତ — Nice teeth
  • ସଂ. ବି — ନଟ (ଶବ୍ଦକଳ୍ପଦ୍ରୁମ) — An actor
  • ସଂ. ବି — ନର୍ତ୍ତକ (ହି. ଶ) — A dancer