ସୁତୀ Sutī
- ସଂ. ବିଣ (ସୁତ+ଈ) — ସୁତେଛୁ (ଶବ୍ଦକଳ୍ପଦ୍ରୁମ) — Desirous of having a child
- ସଂ. ବିଣ (ସୁତ+ଈ) — ପୁତ୍ରବତ୍ ଆଚରଣକାରୀ (ମୁଗ୍ଧବୋଧ) — Behaving like a son
- ସଂ. ବିଣ (ସୁତ+ଈ) — (ପୁଂ) [ସୁତ+ଇନ୍; 1 ମା. 1 ବ] ସୁତବାନ୍; ପୁତ୍ରବାନ୍ — (ପୁଂ) [ସୁତ+ଇନ୍;1ମା.1ବ] ସୁତବାନ୍; ପୁତ୍ରବାନ୍— . Having a son; being the father of a son