ସୁତର Sutara
- ଦେ. ବି. (ସଂ. ସୂତ୍ର) — ଖଞ୍ଜ; କୌଶଳ — Skill; artifice; trick
- ଦେ. ବି. (ସଂ. ସୂତ୍ର) — ଉପାୟ — Means
- ଦେ. ବି. (ସଂ. ସୂତ୍ର) — କଦର; କାର୍ଯ୍ୟ ସାଧନର ଗୁପ୍ତ ପ୍ରଣାଳୀ; ରହସ୍ୟ — Secret mode or means to contrivance of accomplishing an object; key
- ଦେ. ବି. (ସଂ. ସୂତ୍ର) — ସୁଯୋଗ — Opportunity
- ଦେ. ବି. (ସଂ. ସୂତ୍ର) — ସୁବିଧା — Convernience
- ଦେ. ବି. (ସଂ. ସୂତ୍ର) — ଗୁପ୍ତ ମନ୍ତ୍ରଣା; ଗୋପନରେ ପରାମର୍ଶ — Secret advice
- ଦେ. ବି. (ସଂ. ସୂତ୍ର) — ସ୍ୱାସ୍ଥ୍ୟ — Health
- ସଂ. ବିଣ — ସୁବିଧା— ଜନକ — Convenient
- ସଂ. ବିଣ — ସୁଯୋଗ ଯୁକ୍ତ — Opportune
- ସଂ. ବିଣ — ସୁସ୍ଥ — Healthy
- ସଂ. ବିଣ — ସହଜରେ ତରଣୀୟ (ଜଳାଦି) — (a river) Which can be easily crossed
- ପ୍ରାଦେ. (ପାଟଣା) ବିଣ — ଶାନ୍ତ — Mild; peaceful