ସୁତବତୀ Sutabatī

  • ସଂ. ବିଣ. ସ୍ତ୍ରୀ. (ସୁତ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ପୁତ୍ରବତୀ; ଯାହାର ପୁତ୍ର ଥାଏ — (a woman) Having a son