ସୁଘୋଷ Sughosha

  • ସଂ. ବିଣ (ବହୁବ୍ରୀହି) — ସୁନ୍ଦର ସ୍ୱରବିଶିଷ୍ଟ — Having a good tune or voice
  • ସଂ. ବି — ନକୁଳଙ୍କ ଶଙ୍ଖର ନାମ — Name of the conch blown by Nakuḻa
  • ସଂ. ବି — ବାଦ୍ୟଯନ୍ତ୍ରବିଶେଷ (ହି. ଶ) — A kind of musical instrument