ସୁଘଟନ Sughaṭan

  • ସଂ. ବି — ଶୁଭଯୁକ୍ତ ଘଟନା — Auspicious event
  • ସଂ. ବି — ସୌଭାଗ୍ୟ — Good luck
  • ଦେ. ବିଣ — ସୁନ୍ଦର — Beautiful
  • ଦେ. ବିଣ — [ଉ— ବିଷାଣ ତୀକ୍ଷଣ ଖୁର ସୁଘଟନ ମାଣିକ୍ୟେ ନିର୍ମିତ— ଭଞ୍ଜ, ବୈଦେହୀଶବିଳାସ।]