ସୁଗମ Sugama
- ସଂ. ବିଣ. ପୁଂ (ସୁ=ସୁଖରେ+ଗମ୍ ଧାତୁ+କର୍ମ. ଅ) — ସୁକର; ଅନାୟାସରେ କରଣୀୟ — Easy of accomplishment
- ସଂ. ବିଣ. ପୁଂ (ସୁ=ସୁଖରେ+ଗମ୍ ଧାତୁ+କର୍ମ. ଅ) — ଯେଉଁଠାକୁ ସହଜରେ ମନୁଷ୍ୟ ଯାଇପାରେ — Easily accessible
- ସଂ. ବିଣ. ପୁଂ (ସୁ=ସୁଖରେ+ଗମ୍ ଧାତୁ+କର୍ମ. ଅ) — ଯେଉଁବାଟେ ସହଜରେ ମନୁଷ୍ୟ ଯାଇ ପାରେ — Easily obtainable
- ସଂ. ବିଣ. ପୁଂ (ସୁ=ସୁଖରେ+ଗମ୍ ଧାତୁ+କର୍ମ. ଅ) — ସହଜରେ ଲଭ୍ୟ — Easily obtainable
- ସଂ. ବିଣ. ପୁଂ (ସୁ=ସୁଖରେ+ଗମ୍ ଧାତୁ+କର୍ମ. ଅ) — ଅନାୟାସବୋଧ୍ୟ ସୁଜ୍ଞେୟ — Easily comprehensible