ସୁଖ ଭାଗୀ Sukha bhāgī

  • ସଂ. ବିଣ. ପୁଂ (ସୁଖ+ଭଜ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ସୁଖଭାକ୍ (ଦେଖ) — Shukha bhāk (See)
  • ସଂ. ବିଣ. ପୁଂ (ସୁଖ+ଭଜ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — (ଉ— ଲକ୍ଷ୍ମୀକଟାକ୍ଷ ଦେହେ ଲାଗି, ସର୍ବେ ହୋଇଲେ ସୁଖଭୋଗୀ। ଜଗନ୍ନାଥ, ଭାଗବତ।)