ସିହାଣୀ Sihāṇī

  • ଦେ. ବିଣ. ସ୍ତ୍ରୀ — 'ସିହାଣ'ର ସ୍ତ୍ରୀଲିଙ୍ଗ — Feminine of 'Sihāṇa'
  • ଦେ. ବିଣ. ସ୍ତ୍ରୀ — (ଉ—ଅସତର୍କେ କେବେ ଦେଖିଲେ ସିହାଣୀ—କାନ୍ତକୁ ରାଗ—ତରଳ। ରାଧାନାଥ, ଯଯାତିକେଶରୀ।)