ସିସଲ Sisala

  • ବୈଦେ. ବି [ଆ. ସିଲ୍ ସିଲା] — ବ୍ଯବସ୍ଥା — Arrangement
  • ବୈଦେ. ବି [ଆ. ସିଲ୍ ସିଲା] — ନିଷ୍ପତ୍ତି; ମୀମାଂସା — Decision
  • ବୈଦେ. ବିଣ — ମୀମାଂସିତ — Decided; settled