ସିମ ଖାଇ Simakhāi
- ପ୍ରାଦେ (ବୈଦ; ସମ୍ବଲପୁର; ଗଡ଼ଜାତ) ବି — ନବାନ୍ନ ଉତ୍ସବ; ବର୍ଷର ପ୍ରଥମେ ଅମଳ ହେବା ଶସ୍ୟର ଚୂଡ଼ା, ଅନ୍ନ, ଖିରି ଆଦି ଦେବତାଙ୍କୁ ନୈବେଦ୍ୟ କରାଯାଇ ଭୋଜନ କରାଯିବାରୂପ ବାର୍ଷିକ ଉତ୍ସବ — The annual feast of taking the rice of the grains garnered first for the year
- ପ୍ରାଦେ (ବୈଦ; ସମ୍ବଲପୁର; ଗଡ଼ଜାତ) ବି — [ଏ ଉତ୍ସବରେ ଅନ୍ଯ ନାମ ଝଣ୍ଟାନୂଆଁ। ଏ ଦିନ ଗ୍ରାମର ଉପକଣ୍ଠରେ ଥିବା ଗ୍ରାମଦେବତାଙ୍କକ ଆସ୍ଥାନରେ ବା ଡିମ୍ଲ ଠାରେ ନୂଆ ଧାନର ଅନ୍ନ, ଖେଚୁଡ଼ି, ଖିରି, ଚୂଡ଼ା ଆଦି ଭୋଗ ଦିଆଯାଏ ଓ ତତ୍ପରେ ଗ୍ରାମବାସୀଙ୍କ ଘରେ ନୈବେଦ୍ୟ ଓ ନୂଆଖିଆ ଉତ୍ସବ ହୁଏ।]