ସିପାଳ Sipāḻa

  • ଦେ. ବି — ଚିଲିକା କୂଳରେ ଜନ୍ମୁଥିବା ଘର ଛପରରେ ବ୍ଯବହୃତ ଘାସ ବିଶେଷ — A species of grass, growing on the shore of the Chilikā lake and used in thatching houses