ସିନ୍ଧି Sindhi

  • ଦେ. ବି. (ସଂ. ସନ୍ଦି=ଛିଦ୍ର) — ଚୋରି କରିବା ପାଇଁ ଚୋର ପଦାରୁ ଘରଭିତରକୁ କାନ୍ଥ ବାଟେ ଯେଉଁ ଗାତ ବା ସୁଡ଼ଙ୍ଗ ଖୋଳେ — A tunnel dug through a wall for housebreaking