ସିଧ୍ମ Sidhma

  • ସଂ. ବି. (ସିଧ୍ ଧାତୁ+ମନ୍, ମିନ୍; 1 ମା. 1 ବା) — କିଳାସ ରୋଗ (ହେମଚନ୍ଦ୍ର); ଛଉ ରୋଗ; ଶ୍ୱିତ୍ର — A disease; scurf; partial discoluration or whitening of the skin; albinism
  • ସଂ. ବି. (ସିଧ୍ ଧାତୁ+ମନ୍, ମିନ୍; 1 ମା. 1 ବା) — [ଦ୍ର—ଏହା ଦୁଇ ପ୍ରକାର— ଶ୍ୱେତ ଓ ଲୋହିତ। ଏ ରୋଗରେ ଦେହର ଚର୍ମ ଶ୍ୱେତ ବା ତାମ୍ର ବର୍ଣ୍ଣ ଦେଖାଯାଏ ଏବଂ ଦେହରୁ ଧୂଳି ବାହାରେ। ଏହା ଲାଉ ଫୁଲ ପରି ଓ ଛାତିରେ ପ୍ରଥମ ମାଡ଼ିବା ଦେଖାଯାଏ। ଏହା ସପ୍ତମହାକୁଷ୍ଠାନ୍ତର୍ଗତ କୁଷ୍ଠରୋଗ— ବିଶେଷ—ମାଧବକର।]
  • ସଂ. ବିଣ — ଶ୍ୱେତ ଚିହ୍ନ ବିଶିଷ୍ଟ (ହି. ଶ) — Having white marks