ସିକାୟା Sikāyā
- ଦେ. ବି (ସଂ. ଅରିଷ୍ଟକ) — ବବୁଲ ଜାତୀୟ ଏକ ଜଙ୍ଗଲୀ ଗଛ — Sapindus Mukorissi
- ଦେ. ବି (ସଂ. ଅରିଷ୍ଟକ) — [ଦ୍ର— ଏହା ପୂର୍ବ ଓ ଦକ୍ଷିଣ ଭାରତରେ ବଣରେ ଜନ୍ମେ। ଏଥିର ଛେଲି ଓ ପତ୍ର ଔଷଧରେ ଲାଗେ; ଛୁଇଁ ଚେପଟା ଓ ତେନ୍ତୁଳି ପରି ଫୁଟ— ବାଲା; ତହିଁ ମଧ୍ୟରେ ଚେପଟା ମଞ୍ଜି ଥାଏ। ଏହି ଛୁଇଁକୁ କାଟି ମାଇପେ ମୁଣ୍ଡରେ ଲଗାଇ ବାଳ ଧୋଇ ବାଳରୁ ମଳି ସଫା କରନ୍ତି। ଏହାକୁ ଗଞ୍ଜାମରେ 'ବଡ଼ିଫଳ' କହନ୍ତି।]