ସିଏ Sie

  • ଗ୍ରା. ସର୍ବନାମ. ପୁଂ ଓ ସ୍ତ୍ରୀ (ସଂ. "ତତ୍" ଶବ୍ଦରୁ ପୁଂ. 'ସଃ' ଓ ସ୍ତ୍ରୀ ସା) — ସେ — He or she
  • ଗ୍ରା. ସର୍ବନାମ. ପୁଂ ଓ ସ୍ତ୍ରୀ (ସଂ. "ତତ୍" ଶବ୍ଦରୁ ପୁଂ. 'ସଃ' ଓ ସ୍ତ୍ରୀ ସା) — [ଦି—ଯିଏତ ସିଏ, ଆଉ ବାଡ଼ିପଡ଼ା ନିଶୁଆ କିଏ! ଢଗ]