ସିଆଣ Siāna

  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ସଂଜ୍ଞାନ) — ଚତୁର; ଚଲାଖ — Clever; shrewd
  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ସଂଜ୍ଞାନ) — ବୁଦ୍ଧିମାନ୍ — Intelligent
  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ସଂଜ୍ଞାନ) — ଶଠ; ଧୂର୍ତ୍ତ — Sly; crafty