ସିଂଙ୍ଘା Siṅghā

  • ଦେ. ବି — ଶିଂଗା (ଦେଖ) — Siṁgā (See)
  • ଦେ. ବି — ଚିଲିକାରେ ଚଳୁଥିବା ଡଙ୍ଗାର ପାଲକୁ ବା ତଲେଇକୁ ଆଗ ମଙ୍ଗରେ ଖଟାଇବା ପାଇଁ ବ୍ଯବହୃତ ଦଉଡ଼ି (ନଟିଠାରୁ ଛୋଟ) — The string which fastens the sail or bamboo matting to the prow of a country boat in the Chilika lake,