ସାୟନ Sāyana
- ସଂ. ବି (ନାମ) — ଟୀକାକାରବିଶେଷ — Name of an annotator
- ସଂ. ବି (ନାମ) — [ଦ୍ର—ଏ ଋଗ୍ବେଦାଦିର ଭାଷ୍ୟକାର ସୁପ୍ରସିଦ୍ଧ ମହା ପଣ୍ଡିତ ଥିଲେ। ଦାକ୍ଷିଣାତ୍ୟ ବିଦ୍ୟାନଗରାଧିପତି ମହାରାଜ ଦ୍ୱିତୀୟ ସଙ୍ଗମ, ପ୍ରଥମ ବୁକ୍କ ଓ ତତ୍ପୌତ୍ର ଦ୍ୱିତୀୟ ହରିହର ଏହାଙ୍କ ବିଦ୍ବତ୍ତାରେ ମୁଗ୍ଧ ହୋଇ ଏହାଙ୍କୁ ରାଜ— ମନ୍ତ୍ରୀ କରିଥିଲେ । ଏହାଙ୍କ ପିତାଙ୍କ ନାମ ମାୟଣ। ଏହାଙ୍କ ଭ୍ରାତା ପ୍ରଥମେ ରାଜମନ୍ତ୍ରୀ ଥିଲେ ଓ ପରେ ଶୃଙ୍ଗେରୀ ମଠରେ ଗୁରୁପଦରେ ପ୍ରତିଷ୍ଠିତ ହୋଇ ବିଦ୍ୟାରଣ୍ୟ ସ୍ୱାମୀ ବା ମୁନି ନାମରେ ପୂଜିତ ହେଲେ। ଏ 1387 ଖ୍ରୀଷ୍ଟାବ୍ଦରେ ପର- ଲୋକେ ଗମନ କରିଥିଲେ। ଏ ବୈଦିକଭାଷ୍ୟ, ଉପନିଷଦ ଭାଷ୍ୟ, ସ୍ମୃତିଭାଷ୍ୟ, ବ୍ୟାକରଣ ଭାଷ୍ୟ, ବେଦାନ୍ତ ଟୀକା, ଭଗବଦ୍ଗୀତା ଭାଷ୍ୟ ଆଦି ଶତାଧିକ ଗ୍ରନ୍ଥ ରଚନା କରି— ଥିଲେ—ବିଶ୍ୱକୋଷ।] — [ଦ୍ର—ଏ ଋଗ୍ବେଦାଦିର ଭାଷ୍ୟକାର ସୁପ୍ରସିଦ୍ଧ ମହା ପଣ୍ଡିତ ଥିଲେ ଦାକ୍ଷିଣାତ୍ୟ ବିଦ୍ୟାନଗରାଧିପତି ମହାରାଜ ଦ୍ୱିତୀୟ ସଙ୍ଗମ, ପ୍ରଥମ ବୁକ୍କ ଓ ତତ୍ପୌତ୍ର ଦ୍ୱିତୀୟ ହରିହର ଏହାଙ୍କ ବିଦ୍ବତ୍ତାରେ ମୁଗ୍ଧ ହୋଇ ଏହାଙ୍କୁ ରାଜ— ମନ୍ତ୍ରୀ କରିଥିଲେ ଏହାଙ୍କ ପିତାଙ୍କ ନାମ ମାୟଣ ଏହାଙ୍କ ଭ୍ରାତା ପ୍ରଥମେ ରାଜମନ୍ତ୍ରୀ ଥିଲେ ଓ ପରେ ଶୃଙ୍ଗେରୀ ମଠରେ ଗୁରୁପଦରେ ପ୍ରତିଷ୍ଠିତ ହୋଇ ବିଦ୍ୟାରଣ୍ୟ ସ୍ୱାମୀ ବା ମୁନି ନାମରେ ପୂଜିତ ହେଲେ ଏ1387ଖ୍ରୀଷ୍ଟାବ୍ଦରେ ପର- ଲୋକେ ଗମନ କରିଥିଲେ ଏ ବୈଦିକଭାଷ୍ୟ, ଉପନିଷଦ ଭାଷ୍ୟ, ସ୍ମୃତିଭାଷ୍ୟ, ବ୍ୟାକରଣ ଭାଷ୍ୟ, ବେଦାନ୍ତ ଟୀକା, ଭଗବଦ୍ଗୀତା ଭାଷ୍ୟ ଆଦି ଶତାଧିକ ଗ୍ରନ୍ଥ ରଚନା କରି— ଥିଲେ—ବିଶ୍ୱକୋଷ]
- ସଂ. ବିଣ (ସ+ଅୟନ) — ଅୟନବିଶିଷ୍ଟ (ଗ୍ରହ ଆଦି) — (planets) Having Ayana