ସାୟକ Sāyaka

  • ସଂ. ବି (ସୋ ଧାତୁ=ନାଶ କରିବା+କର୍ତ୍ତୃ. ଅକ) — ବାଣ; ଶର — Arrow; dart
  • ସଂ. ବି (ସୋ ଧାତୁ=ନାଶ କରିବା+କର୍ତ୍ତୃ. ଅକ) — ଖଡ଼୍ଗ — Sword
  • ସଂ. ବି (ସୋ ଧାତୁ=ନାଶ କରିବା+କର୍ତ୍ତୃ. ଅକ) — ବଜ୍ର — Thunder
  • ସଂ. ବି (ସୋ ଧାତୁ=ନାଶ କରିବା+କର୍ତ୍ତୃ. ଅକ) — ଅସ୍ତ୍ର ଶସ୍ତ୍ର — Weapon
  • ସଂ. ବି (ସୋ ଧାତୁ=ନାଶ କରିବା+କର୍ତ୍ତୃ. ଅକ) — ଭଦ୍ରମୁଞ୍ଜ (ଦେଖ) — Bhadramun̄ja (See)
  • ସଂ. ବି (ସୋ ଧାତୁ=ନାଶ କରିବା+କର୍ତ୍ତୃ. ଅକ) — ପାଞ୍ଚ ସଂଖ୍ୟା (ହି. ଶ) — The number five
  • ସଂ. ବି (ସୋ ଧାତୁ=ନାଶ କରିବା+କର୍ତ୍ତୃ. ଅକ) — ବର୍ଣ୍ଣବୃତ୍ତିବିଶେଷ (ହି.ଶ) — A kind of metre
  • ସଂ. ବି (ସୋ ଧାତୁ=ନାଶ କରିବା+କର୍ତ୍ତୃ. ଅକ) — [ଦ୍ର—ଏଥିରେ ପ୍ରତ୍ୟେକ ପାଦରେ ଯଥା— କ୍ରମେ ସଗଣ, ଭଗଣ, ତଗଣ, ଏକଲଘୁ ଓ ଏକଗୁରୁ ବର୍ଣ୍ଣ ଥାଏ—ହି.ଶ।]