ସାସ୍ର Sāsra

  • ସଂ. ବିଣ (ସ+ଅସ୍) — ସାଶ୍ରୁ — Fearful
  • ସଂ. ବିଣ (ସ+ଅସ୍) — ରୋରୁଦ୍ୟମାନ — Crying
  • ସଂ. ବିଣ (ସ+ଅସ୍) — ସରକ୍ତ — With blood; bloody
  • ସଂ. ବିଣ (ସ+ଅସ୍) — କୋଣ ସହିତ — Angular