ସାଲିଆ Sāliā

  • ଦେ. ବିଣ (ଅନ୍ଯ ସଂଖ୍ୟାବାଚକ ଶବ୍ଦ ପରେ ବ୍ଯବହୃତ ହୁଏ) — ବର୍ଷୀୟ; ସାଲ ବା ସନ ସମ୍ବନ୍ଧୀୟ — Relating to year
  • ଦେ. ବିଣ (ଅନ୍ଯ ସଂଖ୍ୟାବାଚକ ଶବ୍ଦ ପରେ ବ୍ଯବହୃତ ହୁଏ) — (ଏତେ) ବର୍ଷ ବୟସ — Aged so many years
  • ଦେ. ବିଣ (ଅନ୍ଯ ସଂଖ୍ୟାବାଚକ ଶବ୍ଦ ପରେ ବ୍ଯବହୃତ ହୁଏ) — (ଯଥା—ତିନି ସାଲିଆ ବାଛୁରୀ।)
  • ଦେ. ବିଣ (ଅନ୍ଯ ସଂଖ୍ୟାବାଚକ ଶବ୍ଦ ପରେ ବ୍ଯବହୃତ ହୁଏ) — ଏତେ ବର୍ଷ ସକାଶେ କରାଯାଇ ଥିବା — Done for a period of so many years
  • ଦେ. ବିଣ (ଅନ୍ଯ ସଂଖ୍ୟାବାଚକ ଶବ୍ଦ ପରେ ବ୍ଯବହୃତ ହୁଏ) — (ଯଥା—ଦଶ ସାଲିଆ ବନ୍ଦୋବସ୍ତ।)
  • ଦେ. ବିଣ (ଅନ୍ଯ ସଂଖ୍ୟାବାଚକ ଶବ୍ଦ ପରେ ବ୍ଯବହୃତ ହୁଏ) — ଧଡ଼ିଦାର — (cloth) Having fringe or border
  • ଦେ. ବିଣ (ଅନ୍ଯ ସଂଖ୍ୟାବାଚକ ଶବ୍ଦ ପରେ ବ୍ଯବହୃତ ହୁଏ) — (ଯଥା—ପାଟ ସାଲିଆ ଧୋତି।)