ସାଲାର Sālāra

  • ସଂ. ବି (ସାଲ+ରା ଧାତୁ+ଅଧି. ଅ) — ଦ୍ରବ୍ୟ ରକ୍ଷଣାର୍ଥ ଭିତ୍ତିସ୍ଥ କୀଳକ; କାନ୍ଥରେ ମରା ଯାଇଥିବା କାଠି (ଶବ୍ଦ କଳ୍ପଦ୍ରୁମ); ନାଗଦନ୍ତକ — Peg driven into a wall for putting or hanging articles