ସାରିବା Sāribā

  • ସଂ. ବି (ସୃ ଧାତୁ ଣିଚ୍ ସାରି ଧାତୁ+କର୍ତ୍ତୃ. ବ+ଆ) — ଶାରିବା (ଦେଖ) — Ṡāribā (See)
  • ଦେ. କ୍ରି (ସଂ. ସୃ ଧାତୁ ଣିଚ୍ ସାରି ଧାତୁ=ଚଳାଇବା) — ସମାପ୍ତ କରିବା; ଶେଷ କରିବା — To finish
  • ଦେ. କ୍ରି (ସଂ. ସୃ ଧାତୁ ଣିଚ୍ ସାରି ଧାତୁ=ଚଳାଇବା) — (ଉ—ତଦଅନ୍ତେ ଉର୍ବଶୀ ସ୍ନାନାଦି ସାରିଲେ—କୃଷ୍ଣସିଂହ, ମହାଭାରତ, ବନ।)
  • ଦେ. କ୍ରି (ସଂ. ସୃ ଧାତୁ ଣିଚ୍ ସାରି ଧାତୁ=ଚଳାଇବା) — ନିଃଶେଷ କରିବା — To exhaust
  • ଦେ. କ୍ରି (ସଂ. ସୃ ଧାତୁ ଣିଚ୍ ସାରି ଧାତୁ=ଚଳାଇବା) — (ଯଥା—ଘରେ ଯେତେକ ଧନ ଥିଲା ସେତକ ଖାଇ ପିଇ ସାରିଲିଣି।)
  • ଦେ. କ୍ରି (ସଂ. ସୃ ଧାତୁ ଣିଚ୍ ସାରି ଧାତୁ=ଚଳାଇବା) — ସମ୍ପୂର୍ଣ୍ଣ କରିବା — To complete; to bring to completion
  • ଦେ. କ୍ରି (ସଂ. ସୃ ଧାତୁ ଣିଚ୍ ସାରି ଧାତୁ=ଚଳାଇବା) — (ଉ—ଆଦି ପର୍ବ ପୁସ୍ତକ ସାରିଲି ଗୀତରେ—କୃଷ୍ଣସିଂହ, ମହାଭାରତ, ଆଦି।)
  • ଦେ. କ୍ରି (ସଂ. ସୃ ଧାତୁ ଣିଚ୍ ସାରି ଧାତୁ=ଚଳାଇବା) — କୌଣସି କାର୍ଯ୍ୟ ନିଷ୍ପନ୍ନ କରିବା; ସମ୍ପନ୍ନ କରିବା — To accomplish a work
  • ଦେ. କ୍ରି (ସଂ. ସୃ ଧାତୁ ଣିଚ୍ ସାରି ଧାତୁ=ଚଳାଇବା) — (ଯଥା—ମୁଁ ବିଭା— ଘର ସାରି ବିଦେଶ ଯିବି।)
  • ଦେ. କ୍ରି (ସଂ. ସୃ ଧାତୁ ଣିଚ୍ ସାରି ଧାତୁ=ଚଳାଇବା) — ନଷ୍ଟ କରିବା — To spoil
  • ଦେ. କ୍ରି (ସଂ. ସୃ ଧାତୁ ଣିଚ୍ ସାରି ଧାତୁ=ଚଳାଇବା) — (ଉ—ରତି ଚତନ ଦେବା କରି, ଅଇଲେ ସବୁ କଥା ସାରି—ଭୂପତି, ପ୍ରେମପଞ୍ଚାମୃତ।)
  • ଦେ. କ୍ରି (ସଂ. ସୃ ଧାତୁ ଣିଚ୍ ସାରି ଧାତୁ=ଚଳାଇବା) — ବିନାଶ କରିବା — To destroy