ସାରଙ୍ଗ୍ Saraṅg

  • ବୈଦେ. ବି (ଫା. ସର୍ହଙ୍ଗ୍) — ନୌକାର ନାବିକମାନଙ୍କ ଅଧ୍ୟକ୍ଷ — The head sailor
  • ବୈଦେ. ବି (ଫା. ସର୍ହଙ୍ଗ୍) — ନୌକାର ଚାଳକ — The guide of a boat
  • ବୈଦେ. ବି (ଫା. ସର୍ହଙ୍ଗ୍) — ବୋଟର କାପ୍ତାନ — The captain of a boat