ସାରଘ୍ଯ Sāraghya

  • ସଂ.ବି (ସରଘା=ମହୁମାଛି+କୃତାର୍ଥେ. ଅ; ଯ) — ମଧୁ; ମହୁ (ଜଟାଧର) — Honey
  • ସଂ.ବି (ସରଘା=ମହୁମାଛି+କୃତାର୍ଥେ. ଅ; ଯ) — [ଦ୍ର—ମଧୁମକ୍ଷିକା ନାନାବିଧ ପୁଷ୍ପରୁ ସଂଗ୍ରହ କରିବା ମଧୁକୁ ସାରଘ ମଧୁ ବୋଲାଯାଏ। ବୈଦ୍ଯକ ମତରେ ଏହା ଅତି ଲଘୁ, ରୁକ୍ଷ, ନାତିଶୀତଳ, ଦୀପନ, ବଳକର ଓ କାସ, ଯକ୍ଷ୍ମାରୋଗ, କୋମଳ, ଅର୍ଶଃ, ଅତିସାର, ନେତ୍ରରୋଗ, କ୍ଷତ ଓ କ୍ଷତଜ ରୋଗରେ ହିତକର—ବିଶ୍ୱକୋଷ]।