ସାର ଲୋହ Sāra loha

  • ସଂ. ବି (ସାର=ସାରାଂଶ+ଲୋହ) — ଲୌହସାର; ଇସ୍ପାତ — Steel
  • ସଂ. ବି (ସାର=ସାରାଂଶ+ଲୋହ) — ଖାଣ୍ଟି ଲୁହା — Pure iron