ସାମର୍ଥ Sāmartha

  • ଗ୍ରା. ବିଣ (ସଂ. ସମର୍ଥ) — ସମର୍ଥ (ଦେଖ) — Samartha (See)
  • ବି—(ସଂ. ସାମର୍ଥ) ସାମର୍ଥ (ଦେଖ) — Sāmarthya (See)
  • ବି—(ସଂ. ସାମର୍ଥ) (ଉ—ତାହାକୁ ବଳି ଅଛି ଏ ଜଗତେ ତୀର୍ଥ, ବୋଲିବାକୁ ଜୀବର ଆସେ କି ସାମର୍ଥ। କୃଷ୍ଣସିଂହ, ମହାଭାରତ, ବନ।)