ସାଭାପତ Sābhāpata

  • ସଂ. ବି. ପୁଂ (ସଭାପତି+ଅ) — ସଭାପତିଙ୍କ ପୁତ୍ର (ବିଶ୍ୱକୋଷ) — Son of a sabhāpati
  • ସଂ. ବିଣ — ସଭାପତି ସମ୍ବନ୍ଧୀୟ — Relating to Sabhāpati