ସାବିନୀ Sābinī

  • ସଂ. ବି. ସ୍ତ୍ରୀ. (ସୃ ଧାତୁ+କର୍ତ୍ତୃ. ଇନ୍+ସ୍ତ୍ରୀ. ଈ) — ସରିତ; ନଦୀ — River
  • ଦେ. ବିଣ — ସାବାନାର ସ୍ତ୍ରୀ ଲିଙ୍ଗ — The feminine of 'Sābanā'
  • ବୈଦେ. ବି. ସାବିନ୍ — Soap