ସାବକାଶ Sābakāṡa
- ସଂ. ବିଣ. (ବହୁବ୍ରୀହି; ସ+ଅବକାଶ) — ଅବକାଶ ଯୁକ୍ତ — Having leisure
- ସଂ. ବିଣ. (ବହୁବ୍ରୀହି; ସ+ଅବକାଶ) — ଅବସର ପ୍ରାପ୍ତ — On leave
- ସଂ. ବିଣ. (ବହୁବ୍ରୀହି; ସ+ଅବକାଶ) — ସୁଯୋଗବିଶିଷ୍ଟ — Opportune
- ଦେ. ବି. (ସଂ. ସୁଅବକାଶ) — ସୁଯୋଗ — Opportunity
- ଦେ. ବି. (ସଂ. ସୁଅବକାଶ) — ଉତ୍ତମ ଅବସର — Fit occasion
- ଦେ. ବି. (ସଂ. ସୁଅବକାଶ) — ଅବକାଶ; ଫୁରସତ୍ — Leisure