ସାଦ Sāda
- ସଂ. ବି (ସଦ୍ ଧାତୁ=ଅବସନ୍ନ ହେବା+ଭାବ ଅ) ବିଷାଦ — Grief
- ସଂ. ବି (ସଦ୍ ଧାତୁ=ଅବସନ୍ନ ହେବା+ଭାବ ଅ) ଗତି — Motion
- ସଂ. ବି (ସଦ୍ ଧାତୁ=ଅବସନ୍ନ ହେବା+ଭାବ ଅ) ଶରଣ — Taking shelter
- ସଂ. ବି (ସଦ୍ ଧାତୁ=ଅବସନ୍ନ ହେବା+ଭାବ ଅ) ଆଳସ୍ୟ — Idleness; inertness
- ସଂ. ବି (ସଦ୍ ଧାତୁ=ଅବସନ୍ନ ହେବା+ଭାବ ଅ) କ୍ଷୀଣତା; କୃଶତା — Leanness
- ସଂ. ବି (ସଦ୍ ଧାତୁ=ଅବସନ୍ନ ହେବା+ଭାବ ଅ) ବିନାଶ — Destruction
- ସଂ. ବି (ସଦ୍ ଧାତୁ=ଅବସନ୍ନ ହେବା+ଭାବ ଅ) ହିଂସା — Malevolence
- ସଂ. ବି (ସଦ୍ ଧାତୁ=ଅବସନ୍ନ ହେବା+ଭାବ ଅ) ବିଶୁଦ୍ଧି — Purity
- ସଂ. ବି (ସଦ୍ ଧାତୁ=ଅବସନ୍ନ ହେବା+ଭାବ ଅ) ଇଛା (ପ୍ରକୃତିବାଦ) — Desire
- ସଂ. ବି (ସଦ୍ ଧାତୁ=ଅବସନ୍ନ ହେବା+ଭାବ ଅ) ଗର୍ଭିଣୀର ଭକ୍ଷଣେଛା; ଦୋହଦ (ପ୍ରକୃତିବାଦ) — The desire of a pregnant woman for particular articles of food