ସାଦନ Sādana

  • ସଂ ବି (ସଦ୍ ଧାତୁ ଣିଚ, ସାଦ ଧାତୁ+ଅଧିକରଣ ଅନ) — ସଦନ; ଗୃହ (ଭରତ) — House; dwelling
  • ସଂ ବି (ସଦ୍ ଧାତୁ ଣିଚ, ସାଦ ଧାତୁ+ଅଧିକରଣ ଅନ) — (+ ଭାବ ଅନ)—ବିନାଶନ — Destroying
  • ସଂ ବି (ସଦ୍ ଧାତୁ ଣିଚ, ସାଦ ଧାତୁ+ଅଧିକରଣ ଅନ) — ଅବସାଦ; ବିଷାଦ ଜନ୍ମାଇବା — Causing sorrow of grief
  • ସଂ ବି (ସଦ୍ ଧାତୁ ଣିଚ, ସାଦ ଧାତୁ+ଅଧିକରଣ ଅନ) — ଦୂରୀକରଣ — Removing