ସାଥି Sāthi

  • ଦେ. ବି — ସଙ୍ଗ — Companionship
  • ଦେ. ବି — ସଙ୍ଗୀ — Companion
  • ଦେ. ବି — [ଉ—ସମସ୍ତେ ସୁଖର ସାଥି, ଅର୍ଥର ଦାସ; ବେଳ ପଡ଼ିଲେ କେହି କାହାରି ନୁହେଁ— ଫକୀରମୋହନ, ଛମାଣ, ଆଠଗୁଣ୍ଠ।]
  • ଦେ. ବି — ମହାଯାତ୍ରୀ — A fellow-traveller
  • ଦେ. ବି — ଭାଗଦାରି — Partnership
  • ଦେ. ବି — ସହକର୍ମୀ — Colleague; fellow; associate
  • ଦେ. ବି — ଦୁଃଖ ଓ ସୁଖଭୋଗରେ ସଙ୍ଗୀ — A companion in trouble and joy
  • ଅ — ସଙ୍ଗେ — With
  • ଅ — (ଉ—ଦିଅନ୍ତି ଦେଖା ମିଳି ଅନ୍ଯ ନଦୀ ସାଥି—କୃଷ୍ଣସିଂହ, ମହାଭାରତ, ବନ।)
  • ବିଣ — କୌଣସି ବ୍ଯକ୍ତି ସଙ୍ଗେ ଭଲ ମନ୍ଦରେ ସମାନ— ଭାବରେ ଦାୟୀ — Equally responsible with any person; sharing the responsibility with any person