ସାକଂ Sākaṁ

  • ସଂ. ଅ (ସହ+ଅକ୍ ଧାତୁ=ଯିବା+ଅମ୍) — ସହ; ସହିତ; ସଙ୍ଗେ (ଅମର) — With; together with
  • ସଂ. ଅ (ସହ+ଅକ୍ ଧାତୁ=ଯିବା+ଅମ୍) — [ଦ୍ର—ଏ ଶବ୍ଦର ବ୍ଯବହାର ଓଡ଼ିଆରେ ଦୃଷ୍ଟ ହୁଏ ନାହିଁ।]